Latest Odisha News

BREAKING NEWS

Browsing Tag

Covid Vaccination

୧୨ ଜିଲ୍ଲାରେ ଆଜି ବନ୍ଦ ରହିବ ଟିକାକରଣ, ମାତ୍ର ୩୦୨ଟି କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କୋଭିଡ୍ ଟିକାକରଣ ହେବ ନାହିଁ । କେନ୍ଦ୍ର ଆବଶ୍ୟକ ମୁତାବକ ଟିକା ସମୟରେ ଯୋଗାଇ ଦେଉନାହିଁ । ଫଳରେ ରାଜ୍ୟରେ ଟିକାକରଣ ହ୍ରାସ୍ ପାଉଥିବା ବେଳେ ଲୋକେ ଟିକା ନେବାକୁ ଆସି ହଇରାଣ ଫେରୁଛନ୍ତି । ରାଜ୍ୟରେ ୧୨ ଶହରୁ ଅଧିକ…

କେନ୍ଦ୍ର ଦେଉଥିବା ମାଗଣା ଟିକା କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେବେ ନିଷ୍ପତ୍ତି ଅନୁସାରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉତ୍ପାଦନର ୫୦ ପ୍ରତିଶତ କେନ୍ଦ୍ରକୁ ଓ ବାକି ୫୦…

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ

ଭୁବନେଶ୍ୱର: ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ କିଣି ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

ବାଲୁକା କଳା ମାଧ୍ୟମରେ କୋଭିଡ୍ ଟିକା ନେବାକୁ ଜନ ସଚେତନତା

ପୁରୀ: ଆଜିଠାରୁ ଦେଶରେ ଆରମ୍ଭ ହୋଉଛି ୪ ଦିନିଆ ଟିକା ଉତ୍ସବ । ଏହି ଅବସରରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରାଯାଇଛି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ପ୍ରସ୍ତୁତ କରାଯାଇଛି ସବୁଠାରୁ…

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି…

ରାଜ୍ୟରେ ଟିକାର ନିଅଣ୍ଟିଆ ସ୍ଥିତି: ଅଧିକ ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

ଦେଶରେ ଦିନକରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: କରୋନା ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ଦେଶବ୍ୟାପୀ ଜାରି ରହିଛି ଟିକାକରଣ ଅଭିଯାନ । ଗତକାଲି ଗୋଟିଏ ଦିନରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ୨୪ ଘଣ୍ଟାରେ ଦିଆଯାଇଥିଲା ମୋଟ୍ ୩୦ ଲକ୍ଷ ୩୯ ହଜାର ଡୋଜ୍ ଟିକା । ଏଥିରେ ୨୬ଲକ୍ଷ ଜାର ଲୋକଙ୍କୁ ଟିକାର…

କୋଭିଡ୍ ଟିକାକରଣରେ ବ୍ରିଟେନକୁ ପଛରେ ଛାଡ଼ିଲା ଭାରତ

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ମହାସଂଗ୍ରାମ ଜାରି ରଖିଛି ଭାରତ । ବୃହତ ଟିକାକରଣ ଅଭିଯାନ ଚାଲିଛି । ଦୁଇ ମାସ ଭିତରେ ଅଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱର ଦୁଇ ନମ୍ବର ଦେଶ ହୋଇଛି ଭାରତ । ବ୍ରିଟେନକୁ ଟପିଛି । ଆମେରିକା ପରେ ସର୍ବାଧିକ ଟିକାକରଣରେ ଦ୍ୱିତୀୟ ଦେଶ…