Latest Odisha News

BREAKING NEWS

Browsing Tag

Covid Vaccination

ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ରାଉରକେଲା : ମହାମାରୀ କରୋନାକୁ ମାତ୍ ଦେବା ପାଇଁ ରାଉରକେଲା ଚାଲିଛି ଟିକାକରଣ ଅଭିଯାନ । ସହରରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। । ଆଜି ୧୪୯ ଜଣ…

ବାତ୍ୟା ପାଇଁ ୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଉପକୂଳ ମୁହାଁ ବାତ୍ୟା ୟଶ । ଧିରେ ଧିରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା । ବାତ୍ୟାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ…

ଶନିବାର ଏହି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୩୯୪ଟି କେନ୍ଦ୍ରରେ ୪୯ ହଜାର ୫୫୦ ଡୋଜ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ ୬୯ ଲକ୍ଷ ୧୯ ହଜାର ୯୮୬ ଡୋଜ୍ ଟିକାକରଣ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ୨ଗୋଟି ଜିଲ୍ଲା କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ।…

ଶୁକ୍ରବାର ୪ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ଆଜି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି । ୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬…

ଆଜି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ସଂକ୍ରମଣ ୧୦ ହଜାର ତଳକୁ ଆସୁନଥିବା ବେଳେ ରାଜ୍ୟରେ ଟିକାକରଣ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୯୯୭ ଜଣ କୋଭିଡ୍ ଟିକା ନେଇଛନ୍ତି । ଏଯାବତ୍ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର ୬୪୦ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ…

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ବର : ରାଜ୍ୟର ସମସ୍ତ ଜେଲରେ ଆରମ୍ଭ ହେଲା ଟିକାକରଣ । ଜେଲରେ ଥିବା କଏଦୀଙ୍କୁ ଦିଆଯାଇଛି ଟିକା । ଜେଲରେ ଥିବା ୧୧ ଶହ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ ଓ ୭୨୮ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ସମସ୍ତ ଜେଲ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଟିକା ଦିଆଯାଇଛି । ଏନେଇ ସୂଚନା…

ଆଜି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଜାରି ରହିଛି । ପ୍ରତିଦିନ କିଛି କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ଆଜି ଓଡ଼ିଶାରେ ୯ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବୌଦ୍ଧ, ବରଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ।…

ଆଜିଠୁ ରାଜ୍ୟରେ ୧୮-୪୪ ବର୍ଷଙ୍କୁ ଟିକାକରଣ, କେବଳ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ ଟିକାକରଣ । କେବଳ ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି । କୋ-ଓ୍ୱିନ୍ ପୋର୍ଟାଲ୍ କିମ୍ବା ଉମଙ୍ଗ ଓ ଆରୋଗ୍ୟ ସେତୁ ଜରିଆରେ ଯେଉଁମାନେ ପଞ୍ଜିକରଣ କରି ସ୍ଲଟ୍ ବୁକ୍ କରିଥିଲେ ସେମାନଙ୍କୁ ଟିକାକରଣ କରାଯାଉଛି ।…

ଭୁବନେଶ୍ୱରର ୨୬ଟି ସ୍ଥାନରେ କୋଭିଡ୍ ଟିକାକରଣ, ଜାଣନ୍ତୁ ଭ୍ୟାକ୍ସିନେସନ ସମୟ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିବା ଟିକାଦାନ ଜାରି ରହିଛି । ଭୁବନେଶ୍ୱରର ୨୬ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଉଥିବା ନେଇ ବିଏମସି ସୂଚନା ଦେଇଛି । ଏଥିସହ ୧୮ରୁ ୪୪…

ଆଜିଠୁ ୧୮ରୁ ୪୪ ବର୍ଷ ଯାଏ ଟିକାକରଣ: ଟିକା ଦେଇପାରିବେ କେବଳ ଏହି ୬ଟି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଦିଆୟିବ ଟିକା । କିନ୍ତୁ ଅଧିକାଂଶ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଜିଠୁ ଆରମ୍ଭ ହୋଇ ପାରିନି ଟିକାକରଣ । କାରଣ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ପାରି ନାହାନ୍ତି କମ୍ପାନୀ । କେବଳ ୬ଟି ରାଜ୍ୟ…