Latest Odisha News

BREAKING NEWS

Browsing Tag

covid vaccine

ବ୍ରିଟେନର ଟିକା ବ୍ଲୁ ପ୍ରିଣ୍ଟ ଚୋରି କରି କରୋନା ଟିକା ତିଆରି କରିଛି ରୁଷ୍‌!

ନୂଆଦିଲ୍ଲୀ: ରୁଷିଆ ତାଙ୍କ ଗୁପ୍ତଚରମାନଙ୍କଠାରୁ ବ୍ରିଟେନ୍ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟୀକାର ବ୍ଲୁ ପ୍ରିଣ୍ଟ ଚୋରି କରିଛି ଏବଂ ଏହା ସାହାଯ୍ୟରେ ପ୍ରଥମ କୋଭିଡ୍ ଟିକା ତିଆରି କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହା…

୫ ଥର କରୋନା ଟିକା ନେଲେଣି ଏହି ବିଜେପି ନେତା!

ମିରଟ: ୫ ଥର କରୋନା ଟିକା ନେଲେଣି ବିଜେପି ନେତା! ଏବେ ୬ ଥର ଟିକା ନେବାକୁ ସିଡ୍ୟୁଲ୍‌ ମଧ୍ୟ କରାଯାଇଛି। ଉତ୍ତରପ୍ରଦେଶର ମିରଟରୁ ଏମିତି ଏକ ମାମଲା ସାମ୍‌ନାକୁ ଆସିଛି। ମିରଟର ଜଣେ ବିଜେପି ନେତା ୫ ଥର କୋଭିଡ-୧୯ ଟିକା ନେଲା ପରେ ଏବେ ୬ ଥର ଟିକା ନେବା ପାଇଁ ସିଡ୍ୟୁଲ୍‌ କରିଛନ୍ତି।…

ହ୍ୱାଟସଆପରେ କରିପାରିବେ ଟିକା ସ୍ଲଟ୍ ବୁକିଂ, ଜାଣନ୍ତୁ କେମିତି କରିବେ

ନୂଆଦିଲ୍ଲୀ: କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ ଆହୁରି ସହଜ ହେଲା । ଏଣିକି ହ୍ୱାଟସଆପରେ ବି ସ୍ଲଟ୍ ବୁକିଂ କରିପାରିବେ । ମାତ୍ର କେଇ ମିନିଟରେ ଆପଣଙ୍କ ମୋବାଇଲରୁ ସ୍ଲଟ୍ ବୁକିଂ କରିହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏବେ ଆସନ୍ତୁ…

କେବେ ଆସିବ ପିଲାଙ୍କ ଲାଗି କରୋନା ଟିକା?

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କରୋନା ତୃତୀୟ ତରଙ୍ଗ ଭାରତକୁ ହିଟ୍‌ କରିବା ଖବର ମଧ୍ୟରେ ପିଲାମାନଙ୍କ ସଂକ୍ରମଣ ବିସ୍ତାର ଖବରକୁ ନେଇ ଚିନ୍ତା ବଢିଛି। କେବେ ଶିଶୁଙ୍କ ଲାଗି କରୋନା ଟିକା ଆସିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଏ‌ ନେଇ ଆଇସିଏମଆର-ଏନଆଇଭି ନିର୍ଦ୍ଦେଶକ ପ୍ରିୟା…

କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍…

ଖୁବ୍‌ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ଲୋକଙ୍କୁ ୫୦ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଉଛି। ଚୂଡାନ୍ତ ଫଳ ଆସିବା ପରେ ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।…

ଦେଶକୁ ଖୁବ୍‌ ଶୀଘ୍ର ମିଳିପାରେ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତକୁ ମିଳିପାରେ ଆଉ ଏକ କରୋନା ଟିକା। ପ୍ରସ୍ତୁତି ଜୋରସୋରରେ ଚାଳିଛି। ଚୂଡାନ୍ତ ଫଳ ଆସିବା ପରେ ଏହା ସାଧାରଣ ନାଗରିକଙ୍କ ଲାଗି ଉପଲବ୍ଧ ହେବ ବୋଲି ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ ଇ ସୂଚନା ଦେଇଛି। ଏହି କମ୍ପାନୀ ଏକ…

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ: କେବେ, କେଉଁଠି ଓ କେତେବେଳେ ? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ…

ବିଟା ଅପେକ୍ଷା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଫାଇଜର ଏବଂ ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଫାର୍ମା ମେଜର୍ ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ କରୋନା ଟିକା ବିଟା ଷ୍ଟ୍ରେନ୍ ଅପେକ୍ଷା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟ ଚଳିତ ବର୍ଷ…

କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ DCGI ଅନୁମତି ଲୋଡ଼ିଲା ଜାୟଜସ୍ କାଡିଲା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିପାରେ ଆଉ ଗୋଟିଏ କରୋନା ଟିକା । ମହାମାରୀ ବିରୋଧ ଲଢ଼େଇରେ ସାମିଲ ହେବ ଜାୟଡସ୍ କାଡିଲାର କରୋନା ଭ୍ୟାକସିନ୍ । ଜରୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆକୁ (DCGI) ଅନୁମତି ମାଗିଛି ଜାୟଡସ୍ କାଡିଲା । ଭାରତରେ ୫୦ଟି…