Latest Odisha News

BREAKING NEWS

Browsing Tag

COVID19

ଭାରତରେ ୨୪ ଘଣ୍ଟାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧,୧୦,୯୬,୭୩୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନାରେ ଏବେ ସୁଦ୍ଧା ୪୮ ପୋଲିସ କର୍ମୀଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆଜି ପର୍ଯ୍ୟନ୍ତ ମୋଟ ୪୮ ଜଣ ପୋଲିସ ମୃତ୍ୟୁ ବରଣ କରିଛନ୍ତି ବୋଲି ଶନିବାର ଦିନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି। ଶୂନ୍ୟ କାଳରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ୪୮ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ। ତେବେ ୧୦୦୨…

ଦିନକରେ ଭାରତରୁ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧,୧୦,୩୦,୧୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ…

ଦିନକରେ ଦେଶରେ ୧୪ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୮୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧୪ ହଜାର ୧୯୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୦୫ ହଜାର ୮୫୦କୁ ବୃଦ୍ଧି ପାଇଛି ।…

୧୮ ଜିଲ୍ଲାରୁ ୫୮ କରୋନା ସଂକ୍ରମିତ ଚିହ୍ନଟ, ୧୨ ଜିଲ୍ଲାରେ ନାହିଁ ନୂଆ ମାମଲା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ କରୋନା ସଂକ୍ରମଣ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରୁ ୫୮ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୩୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨…

ରାଜ୍ୟରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ଶୂନ୍ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଭାରତରେ କରୋନା ଭାଇରସର ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ନୂଆଦିଲ୍ଲୀ: ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ ପରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି- ଫେବ୍ରୁଆରୀ ପ୍ରଥମ ସପ୍ତାହରେ କରୋନା ଭୂତାଣୁର ବ୍ରାଜିଲ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ, ବ୍ରାଜିଲ୍ ଭାରିଆଣ୍ଟ ଉପରେ…

କାବୁ ହେଉଛି କରୋନା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ୨ଟି ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ଆଉ ୨ଟି ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରଥମଟି ହେଉଛି- ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୫ ହଜାରରୁ କମ୍ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦ୍ୱିତୀୟଟି ହେଉଛି ବିଗତ ୨୪ ଘଣ୍ଟାରେ ୧୮ ରାଜ୍ୟ ଓ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦୦ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୫୧ରେ ପହଞ୍ଚିଛି।…