Latest Odisha News

BREAKING NEWS

Browsing Tag

COVID19

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ କରିଥିଲେ । ଲକ୍‌-ଡାଉନ୍ ସମୟରେ କାମ ଓ…

କୋଭିଡ୍‌-୧୯ରେ ସଂକ୍ରମିତ ଇରାନୀୟ ଜୋମ୍ବି ଆଂଜେଲିନା ଜୋଲି !

ଇରାନ୍‌: ତେହରାନର ୨୨ ବର୍ଷିୟ ସାହାର ତବାର୍ ଓରଫ ଫାତିମା ଖିସ୍‌ୱନ୍ଦ୍ । ଦିନେ ଏହି ଇରାନୀୟ ଯୁବତୀ ଇନ୍‌ଷ୍ଟାଗ୍ରାମ୍‌ରେ ସୁପରଷ୍ଟାର ସାଜିଥିଲେ । ହେଲେ ଇଶ୍ୱର ବିରୋଧୀ ମନ୍ତବ୍ୟ ଦେଇ ଓ ବେଆଇନ ଭାବେ ଅର୍ଥ ଆଦ।ୟ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡାଦେଶ ହୋଇଥିଲା । ଇରାନରେ ଜୋମ୍ବି…

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା । THE Department of Health (DoH) on Tuesday confirmed that the youngest…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ୍‌-୧୯ ହସ୍ପିଟାଲ୍

ମୟୂରଭଞ୍ଜ: ବୁଧବାର ମୟୂରଭଞ୍ଜର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ୍ । ଓଡିଶା ମାଇନିଂ କର୍ପୋରେସନର ପାଣ୍ଠି ସହାୟତାରେ ଭୁବନେଶ୍ୱରର କିମ୍ସ ହସ୍ପିଟାଲର ଏହି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…

ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ଜଣ ବ୍ୟକ୍ତିଙ୍କର ନମୂନା ପରୀକ୍ଷା ହୋଇଥିବାର ମଙ୍ଗଳବାର ଦିନ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁ ୫ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଝାରପଡ଼ାରୁ ଜଣେ, ବୋମିଖାଲରୁ…

କୋଭିଡ-୧୯ ମୁକାବିଲା: ସରକାର, ଲୋକମାନଙ୍କୁ ସହାୟତାର ହାତ ବଢାଇଲା ‘ଜେଏସପିଏଲ’

ଭୂବନେଶ୍ୱର: କୋଭିଡ-୧୯ ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କଳା ଜିରାରେ ରହିଛି ୧୦୦% ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ (HCQS) !

ଭୁବନେଶ୍ୱର: ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ଆଂଶିକ ପ୍ରତିବନ୍ଧକ ଉଠାଇଛି ଭାରତ ସରକାର । ମ୍ୟାଲେରିଆ ପାଇଁ ଉଦ୍ଧିଷ୍ଟ ଏହି ଔଷଧକୁ ଆମେରିକା ସମେତ ଅନ୍ୟ କିଛି ରାଷ୍ଟ୍ରଙ୍କୁ ବି ଭାରତ ରପ୍ତାନୀ କରିଛି । ଏପରି ସ୍ଥିତିରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।…