Latest Odisha News

BREAKING NEWS

Browsing Tag

crime against women

ରାଜ୍ୟରେ ବଢ଼ୁଛି ଅପରାଧ, ଯୌତୁକ ପାଇଁ ଗଡ଼ୁଛି ସର୍ବାଧିକ ମୁଣ୍ଡ

ଭୁବନେଶ୍ୱର: ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ୨୦୨୧ ବର୍ଷର ଅପରାଧ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ରୁ ୨୦୨୧ ତିନି ବର୍ଷ ରିପୋର୍ଟ ଦେଖିଲେ ଦେଶରେ ଅପରାଧ ୨୦୨୦ ତୁଳନାରେ ୨୦୨୧ରେ ସାମାନ୍ୟ କମିଛି । କିନ୍ତୁ ଓଡ଼ିଶାରେ ଅପରାଧ ହାର ବଢ଼ିଛି । ୨୦୧୯ରେ ରାଜ୍ୟରେ ୯୬ ହଜାର…

ସମସ୍ତ ମହିଳା ଥାନା ଅଧିକାରୀଙ୍କ ସହ କଥା ହେଲେ ପୋଲିସ ଡିଜି, ନାରୀ ନିର୍ଯାତନାକାରୀଙ୍କ ବିରୋଧରେ ଦୃଢ଼…

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ମହିଳା ଥାନା ଅଧିକାରୀ ଓ ଏସଏଚଓଙ୍କ ସହ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ବୈଠକରେ ଏଡିଜି (ମୁଖ୍ୟାଳୟ), ଏଡିଜି କ୍ରାଇବ୍ରାଞ୍ଚ, ସମସ୍ତ ଜିଲ୍ଲାର ଏସପି ଆଦି ଯୋଗ ଦେଇଥିଲେ ।…

କମିଶନରେଟ୍ ପୋଲିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର: ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପ୍ରଶଂସା କରିଛନ୍ତି । ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ଜଳନ୍ଧରକୁ ମାମଲାର ୨୨ ବର୍ଷ ପରେ ପୋଲିସ କମିଶନରଙ୍କ ନେତୃତ୍ୱରେ ଗିରଫ କରିଥିଲା…