Latest Odisha News

BREAKING NEWS

Browsing Tag

Cuttack SCB Medical College

ବିଧାନସଭା ଅଚଳ କରିବାରେ ବିରୋଧୀ ଫଳପ୍ରଦ ହେବେ ନାହିଁ: ଅଶୋକ ମହାନ୍ତି

ଭୁବନେଶ୍ୱର: ଏସିବି ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାକୁ ନେଇ ବିରୋଧୀ ବାରମ୍ବାର ବିଧାନସଭା ଅଚଳ କରିବା ହାସ୍ୟାସ୍ପଦ। ସେଥିରେ ବିରୋଧୀ ଦଳ ଫଳବତୀ ହେବେ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ଏସ୍‌ସିବି ମେଡ଼ଇକାଲ କଲେଜ ଘଟଣାକୁ ନେଇ ବିରୋଧୀମାନେ ଅଡ଼ି ବସି ଗୃହକୁ ଅଚଳ…

କିଡନୀ ଚିକିତ୍ସା ପାଇଁ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।  ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।  କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି । …

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ…

କୋଭିଡ୍‌ ଡ୍ୟୁଟିରେ ସାମିଲ ହେଲେ ଏସସିବି ମେଡିକାଲ କଲେଜର ୬ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜର ୬ ଜଣ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ କୋଭିଡ୍‌-୧୯ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସୁଗମ ପରିଚାଳନା ପାଇଁ IDCO…

କଟକ ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍, ମହିଳା ରୋଗୀ ଆହତ

କଟକ: ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍ । ଜଣେ ରୋଗୀ ଆହତ ହୋଇଛନ୍ତି । କଟକ ଏସସିବି ସର୍ଜରୀ ଓ୍ୱାର୍ଡରେ ଏହି ଘଟଣା ଘଟିଛି । ଫ୍ୟାନଟି ଛିଣ୍ଡି ଜଣେ ମହିଳା ରୋଗୀଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା…