Latest Odisha News

BREAKING NEWS

Browsing Tag

Cuttack

ଭାଇଚାରାର ସହରରେ ଭାଇଗିରି, ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇଲେ ଦୁର୍ବୃତ୍ତ

କଟକ: କଟକରେ ତାଲିବାନୀ ଶାସନ । ଅଧଘଣ୍ଟାର ଆତଙ୍କରେ ଭୟଭୀତ କଟକବାସୀ । କଟକରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି । ଜନଗହଳି ପୂର୍ଣ୍ଣ କଟକ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି । ସନ୍ଧ୍ୟା ସମୟରେ ଭାଇଚାରାର…

ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଜଣ

କଟକ: ଗଜଲକ୍ଷ୍ମୀ ପୂଜା ଶେଷ ପରେ ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ବିସର୍ଜନ ବେଳେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିଲେ ୪ ଜଣ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ । ସୂଚନା…

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ…

ଚାଲିଛି ଭସାଣ, ପୁଣି ଆରବର୍ଷକୁ ଆସିବେ ମାଆ

କଟକ: ଶାରଦୀୟ ଦୁର୍ଗା ପୂଜା ସରିଛି । ଏବେ ମାଆଙ୍କ ବାହୁଡ଼ା ବେଳ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଆନନ୍ଦନର ପର୍ବ ଶେଷ ହୋଇଛି । ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ…

କଟକରେ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା କରିବା ପାଇଁ କମିଶନରେଟ୍‌ ପୋଲିସ ସହଯୋଗରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି  । ସେଥିପାଇଁ  ସହରକୁ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ ବୋଲି କହିଛନ୍ତି କମିଶନରେଟ୍‌…

ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା, ଆସିକାରୁ ନିଆ ଯାଉଥିଲା ପଶ୍ଚିମବଙ୍ଗ

କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟାଙ୍ଗୀ ଟୋଲଗେଟ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଏସବୁ ଧରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଶ୍ଚିମବଙ୍ଗ ନମ୍ବର…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା…

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫…

ପୋଲିସ ହାତରେ ପକ୍ସୋ କୋର୍ଟ ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମର୍କତନଗର ପୋଲିସର ହସ୍ତଗତ ହୋଇଛି । ରଶି ଲଗାଇ ଝୁଲି ପଡ଼ିବାରୁ ସୁବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରଶି…