Latest Odisha News

BREAKING NEWS

Browsing Tag

cyber fraud

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର…

ବେନାମୀ ସିମ୍ କାର୍ଡ ଯୋଗୁ ବଢ଼ୁଛି ସାଇବର ଅପରାଧ, ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକାମି ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ…

୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ପାଖାପାଖି ୭୦ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ସାଇବରାବାଦ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ୨୪ ରାଜ୍ୟ ଏବଂ ୮ଟି ବଡ଼ ବଡ଼ ସହରର ୬୬.୯ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲେ । ପୋଲିସ ସୂଚନା ଅନୁସାରେ, ଗିରଫ…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

ଢେଙ୍କାନାଳରେ କର୍ଣ୍ଣାଟକ ପୋଲିସର ଚଢାଉ, ଧରାପଡିଲା ସାଇବର ଠକ

ଢେଙ୍କାନାଳ: ତାଜା ସ୍ଥିତିରେ ସାଇବର ଠକାମୀର ଧାରା ଅପ୍ରତ୍ୟଶିତ ଭାବେ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ଏ ନେଇ ଅଭିଯୋଗ ସାମ୍ନାକୁ ଆସୁଛି । ନିକଟରେ କର୍ଣ୍ଣାଟକ ପୋଲିସ ହାତରେ ଓଡିଶାର ଜଣେ ସାଇବର ଠକ ଧରାପଡିଛି । ଢେଙ୍କାନାଳ ଜିଲ୍ଲାରୁ ଜଣେ ଯୁବକ କର୍ଣ୍ଣାଟକ ପୋଲିସ…

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…