ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !
ଭୁବନେଶ୍ୱର: ଏପ୍ରିଲ୍ ମାସ ସରିଯାଇଛି। କିନ୍ତୁ ଭାରତୀୟ ସାଗରରେ କୌଣସି ବାତ୍ୟା ଆସିନି । ଲଗାତାର ଚତୁର୍ଥ ବର୍ଷ ପାଇଁ ଏପ୍ରିଲରେ ବାତ୍ୟା ଆସି ନଥିବା ବେଳେ ଶେଷ ଥର ପାଇଁ ୨୦୧୯ ଏପ୍ରିଲରେ ବାତ୍ୟା ଫନି ଆସିଥିଲା । ବଙ୍ଗୋପସାଗରରେ ଅବପାତ ଏପ୍ରିଲ ୨୭ରେ ବାତ୍ୟା ଫନିରେ ପରିଣତ ହୋଇଥିଲା । ୩୦…