Latest Odisha News

BREAKING NEWS

Browsing Tag

Delhi capitals

IPL ଫାଇନାଲରେ ଚେନ୍ନାଇ: ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଧୋନି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ନବର ଥର ଫାଇନାଲକୁ ଯାଇଛି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାରରେ କମାଲ କଲେ ମାହି । ଶେଷ ଓଭରରେ ମୁମ୍ୱାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ।…

ଦିଲ୍ଲୀ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଜରିମାନା

ଚେନ୍ନାଇ: ଆଇପିଏଲର ୧୩ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି । ଏହି ରୋମାଞ୍ଚକର ବିଜୟ ସହ ଦିଲ୍ଲୀ ଗତ ଚାମ୍ପିୟନ୍ ଟିମ୍ ବିପକ୍ଷରେ ଲଗାତାର ପାଞ୍ଚଥର ହାରିବା ପରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ବିଜୟ…

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର…

ଦିଲ୍ଲୀକୁ ୮୮ ରନରେ ହରାଇଲା ହାଇଦ୍ରାବାଦ, ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଦୁବାଇ: ଡେଭିଡ୍ ଓ୍ୱାର୍ଣ୍ଣର, ରିଦ୍ଧିମାନ ଶାହଙ୍କ ବ୍ୟାଟିଂ ଓ ରସିଦ ଖାନଙ୍କ ଚମତ୍କାରି ବୋଲିଂ ଦେଲା ବିଜୟ ଭେଟି । ଆଇପିଏଲର ୪୭ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ବ୍ୟବଧାନରେ ହରାଇଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଡେଭିଡ…

ଆଇପିଏଲ୍ ହାଇଲାଇଟ୍‌ସ: ସୁପର ଓଭରରେ ପଞ୍ଜାବ ଠାରୁ ମ୍ୟାଚ୍ ଛଡାଇ ନେଲା ଦିଲ୍ଳୀ

ଆବୁଧାବି: ଆଇପିଏଲ୍ ଦ୍ୱିତୀୟ ମ୍ୟଚ୍‌ରେ ଦିଲ୍ଲୀର ରୋମାଂଚକର ବିଜୟ । ପ୍ରଥମେ ମ୍ୟାଚ୍ ଟାଇ ହେଲା । ତା’ପରେ ସୁପର ଓଭରରେ ପଂଜାବ କିଙ୍ଗସ ଇଲେଭେନ୍‌କୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲସ । ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର…