Latest Odisha News
Browsing Tag

Delhi High Court

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବ୍ୟାପୁଛି କରୋନା । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି ହେଲାମି । ଏଭଳି ସ୍ଥିତିରେ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି ଏକାକୀ କାରରେ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାରକୁ ପବ୍ଲିକ ପ୍ଲେସ (ସର୍ବସାଧାରଣ ସ୍ଥାନ) ଓ ମାସ୍କୁ…

FIR ଦାୟର କରିବାରେ ୮ ଘଣ୍ଟା ବିଳମ୍ବ ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ମାମଲାରେ ପୀଡ଼ିତାର ପିତା ପୁଲିସ ନିକଟରେ ଅଭିଯୋଗ କରିବାରେ ୮ ଘଣ୍ଟା ବିଳମ୍ବ କରିଥିବାରୁ ତାହାକୁ ଭିତ୍ତି କରି ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।  ହାଇକୋର୍ଟ କହିଛନ୍ତି, ଏକ ଶିଶୁକୁ ଦୁଷ୍କର୍ମ…

ଦିଲ୍ଲୀବାସୀ ସାବଧାନ ! ବଢୁଛି କରୋନା ମୃତ୍ୟୁ, ନଭେମ୍ବରରେ ଗଲାଣି ୨୩ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି କରୋନା । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ କରୋନା ମୃତ୍ୟୁ ଏବେ ଟେନସନ୍ ବଢାଉଛି । ଏହି ନଭେମ୍ବର ମାସରେ ହିଁ ୨୩ଶହରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇ ସାରିଲାଣି ମହାମାରୀ ।…

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବହୁ…

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଶୁଣାଣିର ଲାଇଭ୍ ଦେଖିପାରିବେ ଲୋକ

ନୂଆଦିଲ୍ଲୀ: କୋର୍ଟରେ ଭିଡିଓ କନଫରେନ୍ସିଂରେ ହେଉଥିବା ମାମଲା ଶୁଣାଣିର ଏଣିକି ସିଧାପ୍ରସାରଣ ଦେଖିପାରିବେ ସାଧାରଣ ଲୋକ । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏସମ୍ପର୍କିତ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି । ଯେଉଁ ସବୁ ମାମଲାର ଶୁଣାଣି ବନ୍ଦ କୋଠରୀରେ ହେଉ…