Latest Odisha News

BREAKING NEWS

Browsing Tag

Delhi NCR

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି…

ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର,…

ଜଳାର୍ଣ୍ଣବ ଦିଲ୍ଲୀ: ଘରୁ ଗୋଡ଼ କାଢ଼ିବା ମୁସ୍କିଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେଉଁଟି ପାଦେ, ତ ଆଉ କେଉଁଠି ଆଣ୍ଠୁଏ । ସ୍ଥାନେ ସ୍ଥାନେ ଅଣ୍ଟାଏ ଲେଖାଏ ପାଣି ବି ଜମିଛି । ଚାରି ଚକିଆ ଗାଡ଼ି ଗୋଟିଏ ଗୋଟିଏ ସ୍ଥାନରେ ଯାଆସ କରିବା…

ବାଣ ଫୁଟାଇବା ଓ ବିକ୍ରି କରିବା ବ୍ୟାନ୍ କଲା ଏନ୍‌ଜିଟି

ନୂଆଦିଲ୍ଲୀ: ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ଲାଗିଲା କଟକଣା । ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ…

ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଫାଇନ୍‌, ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ ଆଉ ମାଫ ନାହିଁ । ଗଣିବେ ମୋଟା ଅଙ୍କର ତଣ୍ଡ । ପ୍ରଦୂଷଣକାରୀଙ୍କୁ ଦେବାକୁ ପଡିବ କୋଟିଏ ଟଙ୍କା ଫାଇନ୍ । କେବଳ ସେତିକି ନୁହେଁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ…

କରୋନା ସଂକ୍ରମଣରେ ଚୀନକୁ ଟପିଯିବ ଦିଲ୍ଲୀ-ଏନସିଆର୍

ଦିଲ୍ଲୀ: ପ୍ରଦିତିନ ହଜାର ହଜାର ନୂଆ କରୋନା କେସ ସାମନାକୁ ଆସୁଛି । ଦିଲ୍ଲୀର କରୋନା ଗ୍ରାଫ ଦର୍ଶାଉଛି ବିଶ୍ୱରେ ୧୬୭ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଯେତିକି କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ବାହାରିଛନ୍ତି ତାଠୁ ଅଧିକ ଆକ୍ରାନ୍ତ । ହନ୍ ହପକିଙ୍ଗସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଏହି…