Latest Odisha News

BREAKING NEWS

Browsing Tag

delhi

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ଭୟଙ୍କର ବାୟୁ ପ୍ରଦୂଷଣ, ଦିଲ୍ଲୀରେ ଆଜିଠୁ ଚାଲିବନି ଜେନରେଟର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଗତ କିଛି ଦିନ ହେବ ବାୟୁର ପ୍ରଦୂଷଣ ମାତ୍ରା ବଢ଼ିଛି । ଫଳରେ ଦିଲ୍ଲୀର ଚାରିଆଡେ ଧୂଆଁମୟ ହୋଇଯାଇଛି । ଅନେକ ସ୍ଥାନରେ ରାସ୍ତାଘାଟ ଭଲଭାବେ ଦୃଶ୍ୟମାନ ହେଉନାହିଁ । ଏଥିସହ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ।…

ଦିଲ୍ଲୀ ଗେଟ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ହେଲେ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଏକ ଘରର ଛାତ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଅଲିଗଡର ଖତିକାନ…

କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଡାକ୍ତର ଓ କର୍ମଚାରୀଙ୍କୁ ପିଟିଲେ ଯୁବକ

ନୂଆଦିଲ୍ଲୀ: ଯୁବକଙ୍କ ଉନ୍ମତ୍ତକାଣ୍ଡ । କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ରାଗିଗଲେ । ସେମାନଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀରୁ ଏମିତି ଏକ ଘଟଣା ସାମନାକୁ ଆସିଛି । ପୂର୍ବ ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଜଣେ ଯୁବକ…

ଆଜିଠୁ ଖୋଲିବ ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ…

ଅନଶନରେ ଡାକ୍ତର; ସ୍ଥାନାନ୍ତରିତ ହେଲେ କୋଭିଡ ରୋଗୀ

ନୂଆଦିଲ୍ଲୀ: ଗତ ତିନି ମାସରୁ ବେତନ ପ୍ରଦାନ ନକରିବାରୁ ହିନ୍ଦୁ ରାଓ ହସ୍ପିଟାଲଡାକ୍ତରମାନେ ପ୍ରତୀକାତ୍ମକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି । ତେଣୁ ନାଗରିକଙ୍କ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲରୁ ସମସ୍ତ କୋଭିଡ-୧୯ ରୋଗୀଙ୍କୁ ନିଜ ସୁବିଧାକୁ ସ୍ଥାନାନ୍ତର…

ଦିଲ୍ଲୀରେ ଆରମ୍ଭ ହେଲା ଭାରତର ପ୍ରଥମ ବିମାନବନ୍ଦର କରୋନାଭାଇରସ୍ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ପ୍ରଥମ କରୋନାଭାଇରସ୍ ବିମାନବନ୍ଦର ପରୀକ୍ଷା ସୁବିଧା ଶୁକ୍ରବାର ଦିନ ଆରମ୍ଭ କରାଯାଇଛି। ବିମାନ ବନ୍ଦରର ଟର୍ମିନାଲ୍-୩ ରେ ଏହି ସୁବିଧା ଉପଲବ୍ଧ ହେବ । ଏହା ସହରକୁ ପ୍ରବେଶ କରୁଥିବା ସମସ୍ତ ଘରୋଇ ସଂଯୋଗ ବିମାନ…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

ଦିଲ୍ଲୀରେ ବର୍ଷା ପାଣିରେ ବୁଡ଼ିଲା ବସ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ସକାଳୁ ରାଜଧାନୀ ଦିଲ୍ଲୀରେ ମୂଷଳ ଧାରାରେ ବର୍ଷା ହୋଇଛି । କେଇ ଘଣ୍ଟାର ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ ଜଳାର୍ଣ୍ଣବ । ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି । ଉଛୁଳିଛି ଡ୍ରେନ୍ । ମିଣ୍ଟୋ ବ୍ରିଜ ତଳେ ଜମିଥିବା ପାଣି ରାଜଧାନୀର ଡ୍ରେନେଜ୍ ସିଷ୍ଟମର ପୋଲ୍ ଖୋଲି…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।…