Latest Odisha News
Browsing Tag

Devi Prasanna Nanda

ଭୋଗ, ନୈବେଦ୍ୟ, ମଣୋହି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶୀର୍ଷକ ଆଧାରିତ ତିନିଗୋଟି ଶବ୍ଦ ସମାର୍ଥବୋଧକ । ଭୋଗ ଲାଗେ, ନୈବେଦ୍ୟ ଅର୍ପଣ କରାଯାଏ ଓ ମଣୋହି- ଏକ ସମ୍ଭ୍ରାନ୍ତ ଶବ୍ଦ, ଯାହା ରାଜା ଦେବତା ପ୍ରଭୃତିଙ୍କ ଖାଦ୍ୟ ଗ୍ରହଣ ବିଧିକୁ ସୂଚାଇ ଥାଏ । ଶ୍ରୀମନ୍ଦିରରେ ଏହି…

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀମନ୍ଦିରର ଅନ୍ୟତମ ନିର୍ମାତା ଚୋଡ଼ଗଙ୍ଗଦେବଙ୍କ ଶାସନ କାଳ ଦ୍ୱାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାନ୍ ସନ୍ଥ, ଶ୍ରୀବୈଷ୍ଣବ ଧର୍ମର ଅନ୍ୟତମ ପ୍ରବର୍ତ୍ତକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ…

ଶ୍ରୀମନ୍ଦିରରେ ମହାଦୀପ ସେବା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ପ୍ରତି ଏକାଦଶୀ ଦିନ ସନ୍ଧ୍ୟା ଧୂପ ବସିବା ପରେ ଚୂନରା ସେବକମାନେ ସାଙ୍ଗରେ ମହାଦୀପ ଜାଳିବା ପାଇଁ ତାଡ଼, ଘିଅ ଓ ବଳିତା ଇତ୍ୟାଦି ନେଇ ଶ୍ରୀମନ୍ଦିର ଚୂଡ଼ାକୁ ଉଠିଥାଆନ୍ତି । ଅଁଳା ବେଢ଼ା ଉପରେ ଦଧିନଉତି ପାଶ୍ୱର୍ରେ ମହାଦୀପ…

ନୀଳଚକ୍ର ଓ ପତିତପାବନ ବାନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ଭାବଧାରାର ମନ୍ଦିର ଶିଖରରେ ରହିଥାଏ ଚକ୍ର । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର…

କାର୍ତ୍ତିକ ମାସର ମାହାତ୍ମ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଆମ ସଂସ୍କୃତିରେ ଶାସ୍ତ୍ର ଓ ପୁରାଣ ଅନୁସାରେ ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଧର୍ମ କାର୍ଯ୍ୟ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଇ ମାସଟିକୁ ନିଷ୍ଠାର ସହକାରେ ପାଳନ କରାଯାଏ । ସନାତନ ଧର୍ମରେ…

କାର୍ତ୍ତିକ ଚିତାରେ ପ୍ରତୀକ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ରୀତିରେ ଯେଉଁ ଉପାସନା ଶୈଳୀ ଅନୁସୃତ ହୋଇଥାଏ ସେଥିରେ ପ୍ରତୀକାତ୍ମକ ରୂପର ବ୍ୟବହାର ବହୁଳ ଭାବେ ଦେଖାଯାଏ । ଏହି ରୂପର ଅବତାରଣା ଦୁଇ ପ୍ରକାରର ଯଥା ବିଗ୍ରହ-ରୂପ ଓ ଚିତ୍ର-ରୂପ । ବିଗ୍ରହ ରୂପ ମୂର୍ତ୍ତି…

ପୁରୀର ଗୋଷାଣୀ ଯାତ୍ରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ସମ୍ପର୍କ ମହାପ୍ରଭୁଙ୍କଠାରେ ବୈଷ୍ଣବ ତତ୍ତ୍ୱ ସହିତ ଶାକ୍ତ ଉପାସନା ସମିଶ୍ରଣର ଏକ ଗୂଢ଼଼…

ଅବକ୍ଷୟମାନ ମଠ ସଂସ୍କୃତି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ତଥା ସୁପରିଚାଳନା କ୍ଷେତ୍ରରେ ବହୁ ପୁରାକାଳରୁ ମଠଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛନ୍ତି । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଦୁଇଟି ବୈଦିକ ଆଶ୍ରମ ଓ…

କବି ମାନସରେ ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବଡ଼ଦାଣ୍ଡର ଆକର୍ଷଣ ଭକ୍ତ ମନରେ ନିଆରା ଅନୁଭବ ଆଣିଥାଏ । ଏହାର ବିସ୍ତୃତ ରୂପ, ପ୍ରଶସ୍ଥ ଅବୟବ ଦୁଇ ପାଶ୍ୱର୍ର ସୌନ୍ଦର୍ଯ୍ୟ ସହିତ ସଦାପ୍ରବହମାନ ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ବିଶେଷକରି ଶ୍ରୀଗୁଣ୍ଡିଚା…

ଐତିହ୍ୟର ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବଡ଼ ଦେଉଳରେ ପୂଜା ପାଉଥିବା ବଡ଼ ଠାକୁରଙ୍କ କ୍ଷେତ୍ରରେ କାହିଁ କେକାଳରୁ ନିଜର ପ୍ରଶସ୍ତ କାୟା ବିସ୍ତାର କରି ରହିଅଛି ବଡ଼ଦାଣ୍ଡ  । ସମୁଦ୍ରରୁ ଉଠି ଆସି ଭୂମିରେ ସଦ୍ୟମୃତ ବିରାଟ ସାମୁଦ୍ରିକ ଜୀବଟିଏ ଯେମିତି ଚିତ୍‌ହୋଇ…