ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୨)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ'
ରିକ୍ସାରେ ବସିଲେ ସେ ଭୁଲିଯାଏ ତା'ର ଦୁଃଖ, ତା'ର ଅସହାୟ ପରିସ୍ଥିତି ମାନଙ୍କୁ । ତା' ଭିତରେ ସୃଷ୍ଟି ହୁଏ ଗୋଟେ ବିନ୍ଦାସ ଠାଣି, ସେ ନିଜେସାହେବ... ନିଜେ ରାଜା... ନିଜେ ଈଶ୍ୱର ଠିକ୍ ତା\'ର ନା’ପରି । ସେ ଠକି ପଇସା ନିଏନି…