ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୬)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ହାତ ବଢ଼ାଇ ନିକଟରେ ଥିବା ସୁଟକେଶରୁ ଚନ୍ଦ୍ରଭାନୁଙ୍କର ଫଟୋ ଖଣ୍ଡିକ ବାହାର କଲା ପଦ୍ମିନୀ । ବ୍ଲାକ ବେକ୍ଗ୍ରାଉଣ୍ଡ୍ ଭିତରେ ଜଳି ଉଠୁଛି ତାଙ୍କର ପ୍ରତିଛବି; ଠିକ କଳା ରାତିରେ ଚନ୍ଦ୍ରମାର ଜ୍ୟୋତି ପରି । ଦୁଇ ଆଖି…