ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୩)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସାଧାରଣ ଭାବରେ ଆସ୍ଥା ଘରର ଯାବତୀୟ କାମ ସହିତ ସମ୍ଭବ ଆଉ ପିଲାମାନଙ୍କର ଯତ୍ନ ଯେମିତି ନେବା କଥା ନେଉଛି ।କେହି କିଛି ଅନୁଭବ କରିବା ଭଳି କିଛି ବି ନୂଆ କିମ୍ବା ଅଲଗା ନଥିଲା ଆସ୍ଥା ର ଵ୍ୟବହାର କିମ୍ବା ଚାଲିଚଳଣୀ ରେ !!!!…