ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…