Latest Odisha News
Browsing Tag

Dharabahik upnyas

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସରମାଙ୍କ ନିକଟରେ ନିଜକୁ ଖୋଲି ଦେଇ ଶାନ୍ତି ପାଆନ୍ତି ସୁଲୋଚନା। ତାଙ୍କ କୋଳରେ ମଥା ରହି ଶୋଇଥାଆନ୍ତି । ସରମା କହିଲେ, " ଜାଣିଛ ପୁତ୍ରୀ ! ଆଜି ଜ୍ୟେଷ୍ଠ ଭ୍ରାତା, ସୀତାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସାମାନ୍ୟ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ପଲକକୁ ସାମାନ୍ୟ ଉଠାଇ ଚାହିଁଲେ ସୀତା। ଲାକ୍ଷାରଞ୍ଜିତ ସୁନ୍ଦର ଛୋଟ ଛୋଟ ଚରଣ ଦୁଇଟି। ସୁବର୍ଣ୍ଣ ନୂପୁର ଲାଜେଇ ଯାଉଛି ସେହି ମନୋହର ଚରଣର ସୌନ୍ଦର୍ଯ୍ୟ ସମ୍ମୁଖରେ। ଲଙ୍କାକୁ ଆସିବା ପରଠାରୁ ସେ କେବଳ ଭୟଙ୍କର ରାକ୍ଷସୀମାନଙ୍କୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨  ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୨  ମୁଁ ଭାବୁଛି କୋଉଠି ଗୋଟେ ଜଏନ୍ କରିବି । କିଛି ହେଲେ କରିବି । ଘରେ ଭାରି ବୋର୍ ଲାଗୁଛିା’ ମୁଁ ଭାବିଲି ଏଇ ସାତ ଆଠଦିନ ଭିତରେ ତୁମେ ଲାଇନ୍‌କୁ ଆସିଯାଇଥିବ । ପୁଣି ଷ୍ଟାର୍ଟ କଲ? କ'ଣ କରିବି ! ସତ…

ଧାରାବାହିକ ଉପନ୍ୟାସ : ଦେବୀ (୪୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫ ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା' କୋମଳ ମନର ପ୍ରତିଟି କୋଠରୀ ଭରିଗଲା…

ଧାରାବାହିକ ଉପନ୍ୟାସ : ଦେବୀ (୪୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୨ ଦେବୀର ଗଣିତ ଭଲ ହୁଏନା। ହୁଏନା ବୋଇଲେ ସେ ଏ ଏକ ଦୁଇ ମିଶାଣ ହରଣ ଭିତରେ ସେ କେବେ ପଶି ପାରେନା। ଯଦି ବା ପଶେ ଆଉ ବାହାରିବା ପାଇଁ ଶକ୍ତି ନଥାଏ ତାର। ସେ ଗଣିତକୁ ଡରେ। ଏଇ ଗଣିତ ପାଇଁ ହିଁ ଦେବଭାଇ ତା ଜୀବନକୁ ଆସିଲେ।…

ଧାରାବାହିକ ଉପନ୍ୟାସ : ଦେବୀ (୩୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୯ ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା…

ଧାରାବାହିକ ଉପନ୍ୟାସ : ଦେବୀ (୩୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୮ ଏଇଠି ଦେବୀ ଦିନେ ଧୂଳି ଖେଳୁଥିଲା। ଏଇଠି ପ୍ରଜାପତିଙ୍କ ସାଙ୍ଗରେ ଖେଳୁ ଖେଳୁ କିଶୋରୀ ଉଡାଣରେ ପହଞ୍ଚିଯାଇଥିଲା ଯୌବନର ଯାଦୁନଗରୀରେ। ଏଇଠି ଦେବ ଦେଖିଥିଲା ଦେବୀର କାୟା ପରିବର୍ତ୍ତନ। ଦେଖିଥିଲା କେମିତି ମାଡିଆସି କାବୁକରିଦିଏ…

ଧାରାବାହିକ ଉପନ୍ୟାସ : ଦେବୀ (୩୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୭ ପୌଷ କୁହୁଡିର ବିଭ୍ରାନ୍ତି ଭାଙ୍ଗି ଉଦୟ ହେଲେ ଚିରନ୍ତନ ସତ୍ୟର ସୂର୍ଯ୍ୟ। ଯେଉଁ ପକ୍ଷୀ କେତୋଟି ସନ୍ତାନ ମାୟାରେ ଗଛ ଡାଳରେ ଅଟକି ରହିଥିଲେ ସେମାନେ ଉଡ଼ିଗଲେ ଦିଗବଳୟ ଆଡେ। ପ୍ରୀତି ପୁର ଗାଁ ଦାଣ୍ଡରେ ଧିରେ ଧିରେ ବଢୁଥିଲା…

ଧାରାବାହିକ ଉପନ୍ୟାସ : ଦେବୀ (୩୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୬  ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ…