ଧାରାବାହିକ ଉପନ୍ୟାସ : ସୁଲୋଚନା (୫)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୫
" ଯାହା ବି ହେଉ ମୋର ସହାୟତା ନେଲ ତୁମେ ଦୁହେଁ। ସେଥିପାଇଁ ତୁମକୁ ଦେଲି ସୁନୟନାଙ୍କୁ। ଦେବୀ ନର୍ମଦା ସୁନୟନାଙ୍କୁ ନେଇ ଲାଳନ ପାଳନ କଲେ ଓ ମିଥିଳା ନରେଶ ମହାରାଜା ଜନକଙ୍କ ସହିତ ତାଙ୍କର ବିବାହ କରାଇଦେଲେ। ସୁଲୋଚନାଙ୍କୁ…