ବାୟୁ ପ୍ରଦୂଷଣ ଟାଇପ- ୨ ଡାଇବେଟିସ ବୃଦ୍ଧିର ମୁଖ୍ୟ କାରଣ
ବାୟୁ ପ୍ରଦୂଷଣ ଯେ କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ ଜାଣିଛେ, ହେଲେ ଏକ ନୂତନ ଅନୁସନ୍ଧାନ ଆଉ ଏକ ରୋଗ ବିପଦକୁ ଇଜ୍ଞିତ କରୁଛି।…