Latest Odisha News

BREAKING NEWS

Browsing Tag

diabetes

ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନ୍ସେସ ତରଫରୁ ୨ ଜୁଲାଇ ୨୦୨୩ରେ  କମ୍ୟୁନିଟି ଡାଇଗ୍ନୋସ୍ଟିକ ସେଣ୍ଟରରେ ଏକ ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ ଓ ଲୋକାର୍ପଣ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ…

ଖାଉଛନ୍ତି କି ଇନଷ୍ଟାଣ୍ଟ ରାମେନ୍‌ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ : ଅଧିକାଂଶ ଲୋକ ଘର ତିଆରି ନୁଡୁଲ୍ସ ଅପେକ୍ଷା ଇନଷ୍ଟାଣ୍ଟ ନୁଡୁଲ୍ସକୁ ପସନ୍ଦ କରନ୍ତି କାରଣ ସେମାନେ ସମୟ ସାପେକ୍ଷ ଏବଂ ପ୍ରସ୍ତୁତ କରିବା ସହଜ ହୋଇଥାଏ  । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା ରାମେନରେ ଆଇରନ୍, ବି ଭିଟାମିନ୍ ଏବଂ ମାଙ୍ଗାନିଜ୍ ଥାଏ, ତଥାପି ଏହାକୁ ଫାଇବର,…

ଡାଇବେଟିସ୍ଠୁ ଦୁରେଇ ରହିବାର ସହଜ ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ…

ମଧୁମେହ ରୋଗୀଙ୍କ ପାଇଁ ହଳଦୀ କାହିଁକି ଲାଭଦାୟକ, ଜାଣନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ନଚେତ୍ ଯଦି ସାମାନ୍ୟ ଅବହେଳା ହୁଏ ତେବେ ହଠାତ୍ ରକ୍ତରେ ସୁଗାର ଲେବେଲ୍ ବଢିପାରେ। ଆମେ ପ୍ରାୟତଃ ଶୁଣିଛୁ ଯେ ମଧୁମେହ ରୋଗୀଙ୍କ ପାଇଁ ଅନେକ ମସଲା ଉପକାରୀ ହୋଇପାରେ। ଏହି ମସଲା ମଧ୍ୟରୁ ଗୋଟିଏ ହେଉଛି ହଳଦୀ। ହଳଦୀରେ…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

କରନ୍ତୁ ଏହି ସବୁ କାମ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଅନେକ ରୋଗର ଉତ୍ପତି ମଧୁମେହରୁ ହିଁ ହୋଇଥାଏ । ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇ ଗଲାଣି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ମଧ୍ୟ ବଢି ଯାଉଛି । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ନିଶା, ଧୂମ୍ର ଓ ତମାଖୁ…