Latest Odisha News
Browsing Tag

Divorce

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା, ହେବ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆଜି ବର୍ଷାଙ୍କ…

ରାପର୍ ରଫତାର-କୋମଲ ବୋହରାଙ୍କ ଛାଡ଼ପତ୍ର!

ଭୁବନେଶ୍ୱର: ରାପର୍ ରଫ୍ତାର ଏବଂ ପତ୍ନୀ କୋମଲ ବୋହରା ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବରରେ ଉଭୟ ପତି-ପତ୍ନୀ ଛାଡ଼ପତ୍ରରେ ଦସ୍ତଖତ କରିବେ ବୋଲି ହିନ୍ଦୁସ୍ତାନ ଟାଇମସ୍ ଖବର ପ୍ରକାଶ କରିଛି । ସେମାନେ କୋଭିଡ୍ ସମୟରେ ୨୦୨୦ ମସିହାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।…

ଜୋନାସ ନିକ ନେମ ହଟାଇଲେ ପ୍ରିୟଙ୍କା, ଛାଡପତ୍ର ନେଇ ଜୋର ଧରିଲା ଗୁଜବ !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡର ଲୋକପ୍ରିୟ ଗାୟକ ନିକ ଜୋନାସଙ୍କ ଯୋଡି ବାହାଘର ପରଠାରୁ ବିଭିନ୍ନ କାରଣ ନେଇ ଚର୍ଚ୍ଚା ସାଁଉଟିବାରେ ଲାଗିଛନ୍ତି । ପ୍ରିୟଙ୍କା ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଜୋନାସ ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା…

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ…