Latest Odisha News

BREAKING NEWS

Browsing Tag

Doctor

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି । କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି । ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ…

କୋଭିଡ୍ -୧୯: କାହିଁକି ଭାଇରାଲ୍ ହେଲା ସାଉଦି ଡାକ୍ତରଙ୍କ ଭିଡିଓ ?

ସାଉଦି ଆରବ : କରୋନା ମହାମାରୀ ସହ ଲଢୁଛି ସାରା ବିଶ୍ୱ । ଏହି ଲଢେଇ ଭିତରେ ଜଣେ ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସାଉଦିରେ କରୋନା ମହାମାରୀକୁ ରୋକିବା ଲାଗି ମେଡିକାଲ୍ ପ୍ରଫେସ୍‌ନାଲ୍‌ ମାନଙ୍କୁ ଦିନରାତି ଖଟିବାକୁ ପଡୁଛି । ତା ଛଡା ଏହି ଭାଇରସ୍ ଯେପରି ଅନ୍ୟ…

ଭାଇରାଲ ପୋଷ୍ଟମର୍ଟମ୍‌: ମୃତ ଚାଇନା ଡାକ୍ତର ୱେନଲାଙ୍ଗଙ୍କ ସଂଜୀବନୀ ଚା !

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍ ପାଇଁ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ଓ ତା ପଛର କାହାଣୀ ଚିକିତ୍ସା ବିଜ୍ଞାନୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ଏହି ରହସ୍ୟମୟ ଫଟୋଟି ଚାଇନାର ମୃତ ଡାକ୍ତର ଲି…

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି । A total of 800 people who came in contact with the mohalla clinic doctor have…

ମାଲକାନଗିରିରେ ଛାତ୍ରୀଙ୍କୁ ପିଟିଲେ ଡାକ୍ତର !

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଶୁକ୍ରବାର ଦିନ ଜଣେ ଛାତ୍ରୀଙ୍କୁ ମାଡମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସ୍ଥାନୀୟ କାଲିମେଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, କାଲିମେଳା ହାଇସ୍କୁଲରେ ପଢୁଥିବା ଜଣେ ଦଶମ…