Latest Odisha News
Browsing Tag

Donald Trump

ବାଇଡେନଙ୍କ ବିଜୟ ପରେ ବି ହାର ମାନୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ବାଇଡେନ୍ ବିଜୟ ପରେ ବି ହାର ମାନି ନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ୟାପକ ଠକେଇ ଅଭିଯୋଗ କରି ନିର୍ବାଚନ ପ୍ରକ୍ରିୟାରେ ନିଜର ବିଜୟ ଦାବି କରୁଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, 'ସୁପରଭାଇଜରମାନଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ନାହିଁ । ସେ ୭କୋଟି ୧୦…

ବନ୍ଦ ହେବ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ !

ୱାଶିଂଟନ: ଡୋନାଲ୍ଟ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଗୋଟିଏ ପରେ ଗୋଟିଏ ଅଡୁଆ । ଆମେରିକାରେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ଜୋ ବାଇଡେନ୍‌ଙ୍କୁ ହାଇସ ସ୍ପିକର ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପ କେବଳ ଯେ ରାଷ୍ଟ୍ରପତି ପଦରୁ…

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ…

ରେଜଲ୍ଟ ପୂର୍ବରୁ ନିଜକୁ ବିଜୟ ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଡୋନାଲ୍ଟ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ୍ କ୍ଷମତା ଦାଖଲ କରିବେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫାଇନାଲ ରେଜଲ୍ଟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଜୟ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ସେମାନେ ଏବେ ଆଗରେ ଅଛନ୍ତି । ତେବେ ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ । ଯାହାକି ନିୟମ ଉଲଂଘନ । ଏପରି କରିବା ଦ୍ୱାରା ଫଳାଫଳକୁ ଚୋରି କରିବାକୁ ବିରୋଧୀ…

ଟ୍ରମ୍ପ-ବିଡେନ୍ କଡ଼ା ଟକ୍କର: କିଏ କେଉଁଠି ବିଜୟୀ ?

ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ…

ମିଶନ ହ୍ୱାଇଟ୍ ହାଉସ୍: ଇଲେକ୍ଟୋରାଲ୍ ଭୋଟରେ ଆଗରେ ଜୋ ବିଡେନ୍

ନ୍ୟୁୟର୍କ: କାହା ଦଖଲକୁ ଯିବା ହ୍ୱାଇଟ୍ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗଣିତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗୁଆ ରହିଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ଇଲେକ୍ଟୋରାଲ୍ ଭୋଟରେ ସେ…

ମିଶନ ହ୍ୱାଇଟ୍ ହାଉସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଭୋଟ୍

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି ?  ଡୋନାଲ୍‌ଡ ଟ୍ରମ୍ପ ନା ଜୋ ବିଡେନ୍‌ ? କାହା ଦଖଲକୁ ଯିବ ହ୍ଵାଇଟ୍‌ ହାଉସ୍‌ ? ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ଅନୁଷ୍ଠିତ ହେଉଛି । ଏହାର ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି । ୫୦…

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କୁ କରୋନା

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ କରୋନା ସଂକ୍ରମିତ । ବାରୋନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ୧୪ ବର୍ଷୀୟ ବାରୋନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ଓ୍ୱାଶିଂଟନର ଏକ ଘରୋଇ ସ୍କୁଲରେ…