Latest Odisha News

BREAKING NEWS

Browsing Tag

Donald Trump

କାହିଁକି ଜାଣନ୍ତୁ; ପ୍ରତିଦିନ ଡୋନାଲ୍ଡ ଟ୍ରମ୍ପଙ୍କ ହେବ କରୋନା ଟେଷ୍ଟ୍ !

ୱାଶିଂଟନ୍‌: ଆମେରିକାରେ ଏବେ କରୋନା ମହାମାରୀ ଭୀଷଣ ରୂପ ନେଇଛି । ଏହି ମାରାତ୍ମକ ମହାମାରୀ ଦେଶରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିଯୋଗୁଁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବରିଷ୍ଠ ଅଧିକାରୀ ଏହି ଭୂତାଣୁର ଶିକାର ହୋଇଥିବା ବେଳେ ଜଣେ…

ଚୀନ୍ ଲ୍ୟାବ୍‌ରୁ ହିଁ ବ୍ୟାପିଛି କରୋନା ଭୂତାଣୁ: ଆମେରିକା

ୱାଶିଂଟନ: ପୂର୍ବରୁ ଆମେ କହି ଆସୁଛୁ ଯେ, ଚୀନର ଉହାନସ୍ଥିତ ଏକ ଲାବୋରେଟୋରିରୁ ହିଁ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି, ସୋମବାର ଦିନ ଏହି ଦୃଢୋକ୍ତି ପ୍ରକାଶ କରିଛି ଆମେରିକା । ‘ଦି ଗାର୍ଡ଼ିଆନ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଆଜି…

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ…

ବଦଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର; କହିଲେ ‘ମୋଦୀ ଜଣେ ଚମତ୍କାର ନେତା’

ନ୍ୟୁୟର୍କ: ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏବେ କରୋନା ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଦୈନିକ ସଂକ୍ରମିତଙ୍କ…