Latest Odisha News
Browsing Tag

Dubai

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ…

କାହିଁକି ଦୁବାଇ ଧାଇଁଲେ ତାପସୀ ପନ୍ନୁ ?

ମୁମ୍ବାଇ: ବେଶ କିଛିଦିନ ଧରି ମାଲ୍‌ଡିଭ୍‌ସରେ ଥିଲେ ତାପସୀ ପନ୍ନୁ । ଖାସ୍ ଛୁଟିଦିନ ମନାଇବା ପାଇଁ । ହେଲେ ଏବେ ଫୁଲ୍ ସ୍ପିଡ୍‌ରେ ନିଜ କାମରେ ମନ ବଳାଇଛନ୍ତି । ଶନିବାର ଫିଲ୍ମ ହସୀନ୍ ଦିଲ୍‌ରୁବାର ସୁଟିଂ ସାରିବା ପରେ ଏବେ ଦୁବାଇରେ ଡେରା ପକାଇଛନ୍ତି । କାହିଁକି ନା ଆରମ୍ଭ ହୋଇସାରିଛି…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବେରୁଟ୍ ବିସ୍ଫୋରଣର ମାତ୍ର…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

ଭାରତୀୟ ବ୍ୟବସାୟୀ ବିଦେଶରେ କିଣିଲେ ୬୦ କୋଟି ଟଙ୍କାର ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଲୋକମାନଙ୍କ ଅଦ୍ଭୁତ କ୍ରେଜ ଦେଖିବାକୁ ମିଳେ | ଯେଉଁଥିରେ ଜଣେ ଭାରତୀୟ ବିଦେଶରେ ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ ପାଇଁ ନିଲାମରେ ଭାଗ ନେବା ଚର୍ଚ୍ଚା ହୋଇଛି | ବିଦେଶରେ ଜଣେ ଭାରତୀୟ ଏହି ଫେନସି ନମ୍ବର ନିଲାମ ରେ ଭାଗନେଇ ସବୁଠୁ ଉଞ୍ଚା…

ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଦେଶୀ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ବ୍ୟବସ୍ଥା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓଡିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ…