Latest Odisha News

BREAKING NEWS

Browsing Tag

Electrocution

ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣ, ୪ ପୋଲିସ କର୍ମଚାରୀଙ୍କ ସହ ୧୫ ମୃତ

ଚାମୋଲି: ନମାମି ଗଙ୍ଗେ ପ୍ରକଳ୍ପ ଅଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି । ଅଳକନନ୍ଦା ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସ କର୍ମଚାରୀଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅଳକନନ୍ଦା ନଦୀ କୂଳରେ ଘଟିଛି ଏ ବଡ଼ ଅଘଟଣ । ଗତକିଛି ଦିନ ଧରି…

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ଆଘାତରେ ଦନ୍ତା…