ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ତ୍ରିବିକ୍ରମଙ୍କ ପୂଜା ବିଧି
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ପାର୍ଶ୍ଵ ଦେବତା ପୂଜାରେ ବର୍ତ୍ତମାନ ଉତ୍ତର ଦିଗ ପାର୍ଶ୍ଵ ଦେବତା ବାମନ ଅବା ତ୍ରିବିକ୍ରମଙ୍କ ପୂଜା ବିଧି ଆଲୋଚନା କରିବା। ସବୁ…