ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ସମୟରେ ମନରେ ଉତ୍କଣ୍ଠା ଆସେ ଯେ ଏପରି ସେବାର ନିର୍ଦ୍ଧାରଣ କିଏ କରିଥିଲା? କାରଣ ପ୍ରତ୍ୟେକ ସେବାର ଢାଞ୍ଚା ସ୍ୱତନ୍ତ୍ର ଓ ସେବକ…