ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଭକ୍ତରାଜ ଗରୁଡ଼ଙ୍କ ଦୈନିକ ପୂଜାନୀତି ହୁଏ ମହାପ୍ରଭୁଙ୍କ ଅବକାଶ ପରେ।। ଚୁନରା ସେବକ ବିମଳାଙ୍କ କୂଅରୁ ପାଣି ଆଣି ସେଥିରେ ଚୁଆ ଚନ୍ଦନ…