Latest Odisha News

BREAKING NEWS

Browsing Tag

family

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର ହସ୍ପିଟାଲକୁ ଦାନ କଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ତାଙ୍କର ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ତେବେ ସେ ନମୋନିଆ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…

ନାଗାବଳୀ ନଦୀରେ ଭାସି ଗଲେ ପରିବାରର ୪ ଜଣ

ରାୟଗଡ଼ା: ବୁଲିବାକୁ ଆସି ଭାସି ଗଲେ । ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ୍ ସ୍ଥିତ ନାଗାବଳୀ ନଦୀରେ ଅଘଟଣ ଘଟିଛି । ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାରର ୪ ଜଣ ନଦୀରେ ଭାସି ଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି…

ମେଡିକାଲରୁ ମୃତଦେହକୁ ହାତରେ ବୋହି ବୋହି ନେଲେ ସମ୍ପର୍କୀୟ

କୋରାପୁଟ: କୋରାପୁଟରେ ଦାନ ମାଝୀ ରିପିଟ୍ । କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି । ମେଡିକାଲରୁ ହାତରେ ଧରି ମୃତଦେହକୁ ନେଇଛନ୍ତି ସମ୍ପର୍କୀୟ । ପତେଣ୍ଡା ଗାଁର ୭୦ ବର୍ଷୀୟ  ବୁଦୁ ମାଝୀ ହଠାତ୍ ଅସୁସ୍ଥ ହେଇ ପଡ଼ିବାରୁ ଆଶା କିରଣ ମେଡିକାଲକୁ…

କଥା ରଖିଲେ ମୁଖ୍ୟମନ୍ତ୍ରୀ, ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ମିଳିଲା ସହାୟତା ରାଶି

କେନ୍ଦୁଝର: ମୁଣ୍ଡଳିରେ ଖବର ସଂଗ୍ରହ କରୁଥିବା ସମୟରେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଖେଳିଥିଲା ଶୋକର ବାତାବରଣ । ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା…