Latest Odisha News

BREAKING NEWS

Browsing Tag

Farmer Strike

କେନ୍ଦ୍ର ସରକାରଙ୍କୁ କିଷାନ ସଂଘର ଚେତାବନୀ, ନଭେମ୍ବର ୨୬ ସୁଦ୍ଧା ପ୍ରତ୍ୟାହାର କର କୃଷି ଆଇନ

ନୂଆଦିଲ୍ଲୀ : ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା । ଡେଡଲାଇନ ଦେଇଛି ଭାରତୀୟ କିଷାନ ସଂଘ । ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାନଯାଏ, ତେବେ ଦିଲ୍ଲୀ ସୀମାରେ ପୁଣି କୃଷକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା…

ଜାତୀୟ ରାଜପଥ ବନ୍ଦ

ଜଳେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବି । କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖୁବାକୁ ମିଳିଥିଲା। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସକାଳୁ ସକାଳୁ ବିଭିନ୍ନ…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…

ଫେବୃଆରୀ ୧ରେ ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା । ସାଧାରଣତନ୍ତ୍ର ଦିବସରେ ଆସନ୍ତାକାଲି ଚାଷୀମାନେ ଟ୍ରାକ୍ଟର ରାଲି କରିବେ । କିନ୍ତୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ…