Latest Odisha News

BREAKING NEWS

Browsing Tag

Farmers tractor Rally

ଭୁଲ୍‌ ଟୁଇଟ୍‌ କରି ଅଡୁଆରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପ୍ ଗୁରୁବାର ଦିନ ବରିଷ୍ଠ ସାମ୍ବାଦିକ ତଥା ଆଙ୍କର୍ ରାଜଦୀପ ସର୍‌ଦେଶାଇଙ୍କୁ ଦୁଇ ସପ୍ତାହ ପାଇଁ ଅଫ୍ ଏୟାରରେ ନେଇଛନ୍ତି। ତେବେ ସାମ୍ବାଦିକଙ୍କ ଏକ ଭୁଲ ଟୁଇଟ୍ ଯୋଗୁ ତାଙ୍କ ଉପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଭୁଲ୍‌ ଟୁଇଟ୍‌ ଉପରେ…

ସାଧାରଣତନ୍ତ୍ର ଦିବସର ୨୦ ଦିନ ପୂର୍ବରୁ କୃଷକ ଆନ୍ଦୋଳନର ଉଗ୍ରତା ନେଇ ଅବଗତ ଥିଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଗୁଇନ୍ଦା ବିଫଳତାକୁ ନେଇ ରାଜନୀତି ତେଜୁଛି । ତେବେ, ସବୁକିଛି ଅଚାନକ ହୋଇନାହିଁ । ସୂତ୍ର ଅନୁସାରେ ଜାନୁଆରୀ ୨୬ର କୋଡ଼ିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ପ୍ରଥମ ସପ୍ତାହରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ଟ୍ରାକ୍ଟର ରାଲିରେ ହିଂସା ବିସ୍ତାର କରିଥିବା ୫୫୦ ରୁ ଅଧିକ ଟ୍ୱିଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ୭୨ ତମ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଏକ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ସଂପର୍କରେ ଟ୍ୱିଟର ବୁଧବାର ଦିନ ୫୫୦ ରୁ ଅଧିକ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି। ଟୁଇଟର ମୁଖପାତ୍ର କହିଛନ୍ତି ଯେ ପ୍ଲାଟଫର୍ମରେ ସେହି ଟ୍ୱିଟର୍‌କୁ ସ୍ଥଗିତ ରଖାଯାଇଛି ଯାହା ଏହାର…

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ…

ଗଣତନ୍ତ୍ର ଦିବସରେ କିଷାନ ଟ୍ରାକ୍ଟର ରାଲି, ସାମିଲ ହେବେ ୫ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି । ଗୋଟିଏ ପଟେ ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଅନ୍ୟପଟେ ଦେଶର ଅନ୍ନଦାତା ଦିଲ୍ଲୀରେ ଚାଷୀ କରିବେ କିଷାନ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ପୂର୍ବ…

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ…

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…