Latest Odisha News

BREAKING NEWS

Browsing Tag

FIH

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।…

୨୦୨୩ ହକି ବିଶ୍ୱ କପ୍: ରାଉରକେଲା ଷ୍ଟା଼ଡିୟମ ପରିଦର୍ଶନ କଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ରାଉରକେଲା : ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ…

ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ)ର ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି । ଶ୍ରୀ ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଟେକନିକାଲ ଅଫିସର ଭାବେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବିଭିନ୍ନ ରାଷ୍ଟ୍ରରେ…