ଭୁବନେଶ୍ୱରର କଳ୍ପନା ଛକ ଭେଣ୍ଡିଂଜୋନରେ ଅଗ୍ନିକାଣ୍ଡ; ଜଳିଗଲା ଫଳ ଦୋକାନ
ଭୁବନେଶ୍ୱର: ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଓଭର ବ୍ରିଜ୍ ନିକଟରେ ଥିବା ଫଳ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଫଳ ଦୋକାନ ଜଳିପୋଡି ପାଉଂଶ ହୋଇଯାଇଛି ।
ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ନିଆଁ…