Latest Odisha News

BREAKING NEWS

Browsing Tag

flight service

ଭୁବନେଶ୍ୱର-କଲୋମ୍ବୋ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି ଶ୍ରୀଲଙ୍କାର ଏୟାରଲାଇନ୍ । ଏନେଇ ଶ୍ରୀଲଙ୍କା ଏୟାରଲାଇନର ଭାରତ, ବାଂଲାଦେଶ ଓ…

କଳାହାଣ୍ଡିର ଉତକେଲାରୁ ଖୁବଶୀଘ୍ର ଉଡ଼ିବ ବିମାନ !

ଭୁବନେଶ୍ୱର: ଜୟପୁର, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଖୁବଶୀଘ୍ର କଳାହାଣ୍ଡିର ଉତକେଲାକୁ ବିମାନ ସେବା ଆରମ୍ଭ ହେବ । ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ପରେ ଉତକେଲା ବିମାନବନ୍ଦରକୁ ନେଇ କାମ ଆଗେଇ ଚାଲିଛି । ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ରଙ୍ଗେଇଲୁଣ୍ଡାକୁ ମାର୍ଚ୍ଚ ୫ ତାରିଖ…

ବିମାନରେ ମିଳିବ 5G ! କରି ପାରିବେ କଲ୍, ଚଲାଇ ପାରିବେ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରୁ କରି ପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖି ପାରିବେ ଅନଲାଇନ୍ ଭିଡିଓ । ଖୁବଶୀଘ୍ର ବିମାନ ଯାତ୍ରା ବେଳେ ମିଳିପାରେ ୫ଜି ସେବା । ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ହିଁ ଦେଶର ଅନ୍ୟ ସହରରେ ଉପଲବ୍ଧ ହେବ । ୪ଜି ତୁଳନାରେ…

ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଏହି ଦେଶ

ଟରୋଣ୍ଟୋ: କରୋନା ମହାମାରୀ ଯୋଗୁ କାନାଡା ସରକାର ପୁଣିଥରେ ଭାରତରୁ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର। ୨୧…