Latest Odisha News
Browsing Tag

Found Dead

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଆଜି ମେଫେୟାର ହୋଟେଲରେ…

ଖାଇବା ପ୍ଲେଟ୍‌ରୁ ବାହାରିଲା ମଲା ମୂଷା; କମ୍ପାନୀ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ସ୍ଥାନରୁ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ। ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟ ପ୍ଲେଟରେ ଏକ ମଲା ମୂଷାର ଚର୍ମ ଦେଖିବାକୁ ମିଳିଥିବା ଖବର ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି…

ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ପାଣାଜୀ: ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀ ଆଲେକ୍‌ଜାଣ୍ଡ୍ରା ଜାଭିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଉତ୍ତର ଗୋଆ ଜିଲ୍ଲାର ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃତଦେହର ପୋଷ୍ଟମର୍ଟମ କରିବାକୁ ଗୋଆ ପୋଲିସ ଅପେକ୍ଷା କରିଛି ବୋଲି…

ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍‌ ହୋଟେଲରୁ…