Latest Odisha News

BREAKING NEWS

Browsing Tag

Gajapati Corona

ଦକ୍ଷିଣରେ କରୋନା କାୟା: ଗଞ୍ଜାମରେ ଖସୁଛି, ରାୟଗଡ଼ା ଓ ଗଜପତିରେ ମାଡୁଛି

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନାର ନାଲି ଆଖି । ମାଡ଼ି ମାଡ଼ ଚାଲିଛି । ଗଞ୍ଜାମ ପରେ ଗଜପତି ଓ ରାୟଗଡ଼ା । ଯଦିଓ ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି, କିନ୍ତୁ ଚିନ୍ତା ବଢ଼ାଇଛନ୍ତି ରାୟଗଡ଼ା ଓ ଗଜପତି ଜିଲ୍ଲା । ଗଜପତି, ରାୟଗଡ଼ା ଟେନସନ୍ ଗତ ୨୪ ଘଣ୍ଟାରେ…

ଗଜପତି ଜିଲ୍ଲା ସପ୍ତାହରେ ୪ଦିନ ସଟଡାଉନ୍, ୩ ଦିନ ଲକଡାଉନ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଜିଲ୍ଲାରେ ସପ୍ତାହରେ ଚାରି ଦିନ ସଟଡାଉନ୍ ଓ ତିନି ଦିନ ଲକଡାଉନ ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ପାଇଁ ନିର୍ଦ୍ଦେଶ…

କରୋନା ଭୟ: ସପ୍ତାହକୁ ୪ ଦିନ ବନ୍ଦ ରହିବ ଗଜପତି ଜିଲ୍ଲା

ଗଜପତି: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଗଜପତିରେ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ସପ୍ତାହିକ ୪ ଦିନିଆ ସଟ୍‌ଡାଉନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାନୁସାରେ, ପ୍ରତି…

ଗଜପତି ଜିଲ୍ଲାରେ ହଜାରେ ଟପିଲା କୋଭିଡ୍ ପଜିଟିଭ୍ କେସ୍

ଗଜପତି: ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୬କୁ ବୃଦ୍ଧି ପାଇଛି । ଗଜପତି ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି…