Latest Odisha News

BREAKING NEWS

Browsing Tag

Ganja Seized

ଟ୍ରକରୁ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମୂଲ୍ୟ ୧କୋଟି ୪୦ଲକ୍ଷ ଟଙ୍କା

ରାୟଗଡ଼ା: ଚୋରା ଚାଲାଣ ବେଳେ ଗଞ୍ଜେଇ ବୋଧେଇ ଟ୍ରକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଟିକରପଡ଼ା ହରିଜନ ସାହିର ପାଞ୍ଚ ନମ୍ବର ରାଜ୍ୟ ରାଜପଥ ନିକଟରୁ ଟ୍ରକକୁ ଜବତ କରାଯାଇଥିଲା । ଯାଞ୍ଚ ବେଳେ ୨୦ କ୍ୱିଣ୍ଟାଲ (୨୦୦୦ କିଲୋ) ଗଞ୍ଜେଇ ଜବତ ହୋଇଛି । ଯାହାର…

ବର୍ଷ ୨୦୨୦ରେ ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ପରିମାଣର ଗଞ୍ଜେଇ ଜବତ

କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ…

କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା…

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜି ଗଞ୍ଜେଇ ଜବତ; ୨ ଅଟକ

ଲମତାପୁଟ: ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜିର ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସ ଚଢ଼ାଉ କରି ଏହି ଗଞ୍ଜେଇ…

କୋରାପୁଟରୁ ଜବତ ହେଲା କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପାଖାପାଖି ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ…

କାରରୁ ଜବତ ହେଲା ୧୪ କେଜିର ଗଞ୍ଜେଇ

ଭୁବନେଶ୍ୱର: ଭୁବନେଶ୍ୱରର ବଙ୍କୁଆଳ ନିକଟରେ ଦୁଇଟି ଦାମୀ କାର୍ ଭିତରୁ କମିଶନରେଟ୍ ପୋଲିସ ପ୍ରାୟ ୧୪ କେଜିର ଗଞ୍ଜେଇ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ତେବେ ଏହି ମାଦକ ଦ୍ରବ୍ୟ କନ୍ଧମାଳରୁ ବ୍ରହ୍ମପୁର ଦେଇ…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

କୋରାପୁଟରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟରୁ ଶୁକ୍ରବାର ଦିନ ଓଡିଶା ପୋଲିସ ପ୍ରାୟ ୧୩ କ୍ୱିଣ୍ଟାଲ୍ ର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଘଡୁ…

୧୦୨ କିଲୋ ଗଞ୍ଜେଇ ଜବତ, ୪ ବେପାରୀ ଗିରଫ

କନ୍ଧମାଳ: ବେଆଇନ ଗଞେଜଇ ଚାଲାଣ ବେଳେ ଧରିଲା ପୋଲିସ । ୧୦୨ କିଲୋ ଗଞ୍ଜେଇ ଜବତ ହେବା ସହ ୪ ଜଁ ଗିରଫ । କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲଣ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ବସ୍ତାରେ ଗଞ୍ଜେଇ ଭର୍ତ୍ତି…