Latest Odisha News

BREAKING NEWS

Browsing Tag

Ganjam Police

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

ସାଢ଼େ ୬ କେଜି ସୁନା ଜବତ

ଗଞ୍ଜାମ: ଗଂଜାମ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ସାଢ଼େ ୬ କେଜି ଓଜନର ସୁନା । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି…

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…