Latest Odisha News

BREAKING NEWS

Browsing Tag

Ganjam

ମନା କରିଦେଲେ ସରକାରୀ ବାବୁ; ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ବୁଗୁଡ଼ା : ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ବାରମ୍ବାର ଅଭିଯୋଗ ଆସିବା ସତ୍ତ୍ୱେ ଲୋକଙ୍କ ସମସ୍ୟାକୁ ବେଖାତିର କରୁଛନ୍ତି ସରକାରୀ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଞ୍ଚଳରୁ। ସୂଚନାନୁସାରେ, ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା -…

ଗଂଜାମରୁ ଜବତ ହେଲା ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ !

ଗଂଜାମ: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ମାତ୍ର କିଛିଦିନ ପୂର୍ବରୁ ଅନୁଗୁଳରେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କା ମୂଲ୍ୟର…

ବଟନରେ ଦେବୀଙ୍କ କଳାକୃତି ତିଆରି କରି ଜାତୀୟ ରେକର୍ଡ ସୃଷ୍ଟି କଲେ ସତ୍ୟ

ବ୍ରହ୍ମପୁର: କାଠ, ଚକ, ସାବୁନ ଏବଂ ବାଲିରେ ଛୋଟ ଛୋଟ କଳାକୃତି ତିଆରି କରି ୩୦ ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ ସ୍ଥାପନ କରିଥିବା ବ୍ରହ୍ମପୁରର ୩୬ ବର୍ଷିୟ ସତ୍ୟ ମହାରଣା ଆଉ ଏକ ସଫଳତା ହାସଲ କରିଛନ୍ତି। ବିଭିନ୍ନ ରଙ୍ଗୀନ ବଟନକୁ ବ୍ୟବହାର କରି ଗଞ୍ଜାମର ସୋରଡାର ଦେବୀ କାନ୍ଧୁନି…

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ…

ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ

ଗଞ୍ଜାମ: ବୋମା ଭିଡୁଥିବା ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ବଡଗଡ ଭୀମପୁର ଗାଁରେ ଘଟିଛି ଏଭଳି ଅଘଟଣ । ବଡ ଧରଣର ବିସ୍ଫୋରଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

ଗଞ୍ଜାମରେ ୨୫୧ ଜଣ କରୋନା ଆରୋଗ୍ୟ ଦାନ କରିଛନ୍ତି ପ୍ଲାଜ୍ମା

ବ୍ରହ୍ମପୁର: କରୋନା କବଳରୁ ରୁ ଉଦ୍ଧାର ହୋଇଥିବା ଗଞ୍ଜାମ ଜିଲ୍ଲାର ମୋଟ ୨୫୧ ଜଣ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଥିବା ଏମ୍.କେ.ସି.ଜି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ପ୍ଲାଜ୍ମା ଦାନ କରିଛନ୍ତି। ଦାନ କରାଯାଇଥିବା ପ୍ଲାଜମା ୫୦୨ ଜଣ କୋଭିଡ ରୋଗୀଙ୍କ ଜୀବନ…

ତପ୍ତପାଣି ଘାଟିରେ ଓଲଟିଲା ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍, ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍ ମୋହନା ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୦ରୁ ଅଧିକ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଭିତରୁ କିଛି ଗୁରୁତର ହୋଇଥିବା ଜଣା ପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ…

ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା

ଗଞ୍ଜାମ: ସତର୍କ ସଂକେତ ଡେଇଁଛି ଋଷିକୁଲ୍ୟା ନଦୀ ।  ଗଞ୍ଜାମ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଟପିଛି ଋଷିକୁଲ୍ୟା ଜଳସ୍ତର । ନଦୀର ସର୍ତକ ସଂକେତ ୧୫.୮୩ ଥିବା ବେଳେ ବର୍ତମାନ ରହିଛି ୧୬.୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ନଦୀର ବିପଦ ସଙ୍କେତ ୧୬.୮୩ ମିଟର…