ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ
ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…