Latest Odisha News

BREAKING NEWS

Browsing Tag

Gold

ଗହଣାଗଣ୍ଠିର ଯତ୍ନ: କେଉଁ ଗହଣାକୁ କେମିତି କରିବେ ସଫା

ଭୁବନେଶ୍ବର: ଘରେ ଗହଣାମାନ ରହ ରହିି ସେଥିରେ ମଇଳା ଜମି ଯାଇଥାଏ । ତେବେ ଗହଣାକୁ ଦୋକାନକୁ ନେଇ ସଫା କରିବା ଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଗହଣାକୁ ନିଜେ ଘରେ ସଫା କରିବା ଉପାୟ ଆପାଣନ୍ତୁ ଓ ବେଶୀ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଗହଣାକୁ…

୪୬କୋଟିର ସୁବର୍ଣ୍ଣ ‘ଖ୍ରୀଷ୍ଟମାସ ଟ୍ରି’

ନୂଆଦିଲ୍ଲୀ: ମହଙ୍ଗା ଖ୍ରୀଷ୍ଟମାସ ଗଛ ଯାହାର ମୂଲ୍ୟ ୪୬କୋଟି । ଏହି ଗଛ ସୁନାରେ ତିଆରି ହୋଇଛି । ଜର୍ମାନୀର ମ୍ୟୁନିକର ସୁନା ବ୍ୟବସାୟ କରୁଥିବା କମ୍ପାନୀ ପ୍ରୋ ଆରୋମ୍ ରେ ଡିଜାଇନ୍ ହୋଇଥିବା ଏହି ସୁବର୍ଣ୍ଣ ମାଷ୍ଟରପିସଟି ୨,୦୨୪ ସୁନା ଭିଏନା ଫିଲହର୍ମୋନିକ୍ ମୁଦ୍ରାର ବ୍ୟବହାର କରି ନିର୍ମିତ…

ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା

ଚେନ୍ନାଇ: ଅଭିନେତ୍ରୀ ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟଙ୍କ ବିବାହ ଡିସେମ୍ବର ୪ରେ ହେବାକୁ ଯାଉଛି। ଏହି ଖାସ ଦିନରେ ଶୋଭିତା କଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସଲି ସୁନା ଜରି ଖଚିତ ଥିବା ପାରମ୍ପାରିକ କାଞ୍ଜିଭରମ ରେଶମୀ ଶାଢି ପିନ୍ଧିବେ ବୋଲି ଜଣାପଡିଛି। ଅଭିନେତ୍ରୀ…

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି। ତେବେ ଆଜି କେତେ ରହିଛି…

ଗ୍ରାହକଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ସୁନା ଦାମ୍‌, ଜାଣନ୍ତୁ ଆଜି କେତେ….

ଭୁବନେଶ୍ୱର : ବିବାହ ଋତୁ ଆରମ୍ଭ ହୋଇସାରିଛି । ବିବାହ ପାଇଁ ଗହଣା ବି ଜୋରସୋରରେ କିଣା ଚାଲିଛି । ଏହି ସମୟରେ ଗ୍ରାହକଙ୍କୁ ଲାଗିଛି ଝଟ୍‌କା । କାରଣ ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୯୨୦ ଟଙ୍କା ହୋଇଥିବା ବେଳେ ୨୪…

ଆଜି ଅକ୍ଷୟ ତୃତୀୟା, ଜମିବ ସୁନା ବେପାର

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚଳିତବର୍ଷ ସୁନା ବେପାର ପୂର୍ବାପେକ୍ଷା ଜମିବ। ଅର୍ଥାତ୍ ବେପାର ଭଲ ରହିବ ବୋଲି ରାଜ୍ୟର ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । ସକାଳୁ ସକାଳୁ ଜୁଏଲାରୀ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ନିଜ ପସନ୍ଦର…

ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି, ପୂରା କଣ୍ଟେନର ଟେକି ନେଲେ ଚୋର

ଓଟ୍ଟାୱା: ସୁନା ଭର୍ତ୍ତି କଣ୍ଟେନରକୁ ଚୋର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଚୋରି କରି ନେଇଛନ୍ତି । ଏ ଘଟଣା ଘଟିଛି ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ । କାନାଡ଼ାର ଟୋରାଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କଣ୍ଟେନର ପହଞ୍ଚିଥିଲେ । ଯେଉଁ କଣ୍ଟେନରରେ ଥିଲା…

୬୮ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ବଢ଼ିପାରେ ସୁନା ଦର । ୬୮ ହଜାର ଛୁଇଁପାରେ ସୁନା  । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନା ଦାମ୍ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଏଲ୍‌କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।…

ଜୁନ୍‌ ପରେ ବିକ୍ରି କରିପାରିବେନି ପୁରୁଣା ସୁନା ଅଳଙ୍କାର  

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏବେ ସୁନାର କ୍ରମାଗତ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସରକାର ସୁନାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ୧୬ ହଜାର ବଣିଆଙ୍କୁ ଆଉ ତିନି ମାସ ସମୟ…

ଆସନ୍ତା ସପ୍ତାହରେ ୬୦ ହଜାର ଟପିବ ସୁନା ଦର

ଭୁବନେଶ୍ୱର : ପୁଣି ବଢ଼ିପାରେ ସୁନା ଦର  । ଆକାଶ ଛୁଆଁ ହେବ ସୁନା  । କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ  । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯ ହଜାର ୪୨୦ ଟଙ୍କା ରହିଛି । ଏପ୍ରିଲ୍‌ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧ ହଜାର ୪୧୪ ଟଙ୍କା ବୃଦ୍ଧି ପାଇଛି । ତେଣୁ ଆସନ୍ତା…