Latest Odisha News

BREAKING NEWS

Browsing Tag

Google

‘ହାପି ବର୍ଥ ଡେ ଗୁଗୁଲ’: ଇଣ୍ଟରନେଟରେ ପାଳିତ ହେଲା ଜନ୍ମଦିନ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ନିଜର ୨୧ତମ ଜନ୍ମ ବାର୍ଷିକ ପାଳନ କରୁଛି । ଏହି ଅବସରକୁ ଖାସ କରିବା ପାଇଁ ଗୁଗୁଲ ନିଜ ପାଇଁ ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଏକ ଖାସ ଡୁଡୁଲ୍ ପ୍ରସ୍ତୁତ କରାଯାଇଛି । ଏହା ଲୋକମାନଙ୍କର ମନୋରଂଜନ…

ଗୁଗୁଲ୍ ଆପରେ ସ୍ଥାନ ପାଇବ ‘ଓଡିଆ ଭାଷା’

ଭୁବନେଶ୍ୱର: ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସ୍ଥାନ ପାଇବାକୁ ଯାଉଛି ଓଡିଆ ଭାଷା । ନିଜ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ୍ ଡିସ୍କଭର୍’ରେ ଏହି ଶାସ୍ତ୍ରୀୟ ତଥା ଆଞ୍ଚଳିକ ଭାଷାକୁ ସାମିଲ କରିବାକୁ ଯାଉଛି । ପୂର୍ବରୁ ତାମିଲ, ତେଲୁଗୁ, ବଙ୍ଗଳା,…

ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ, ଗୁଗୁଲ୍ ଜାରି କଲା ଡୁଡୁଲ୍

ନୂଆଦିଲ୍ଲୀ: ସାରା ଦେଶରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡୁଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ଶୈବାଲିନୀ କୁମାର ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫…

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…

‘ପାପା କେହେତେ ହେଁ’ ଫିଲ୍ମ ଅଭିନେତ୍ରୀ ମୟୁରୀ କଙ୍ଗୋ ହେଲେ ଗୁଗୁଲ ଇଣ୍ଡିଆ ଇଣ୍ଡଷ୍ଟ୍ରି ହେଡ୍

ମୁମ୍ବାଇ : ୧୯୯୫ରେ ‘ନସିମ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମୟୁରୀ କଙ୍ଗୋ ଗୁଗୁଲ ଇଣ୍ଡିଆର ଏଜେନ୍ସି ବିଜନେସ୍ ଇଣ୍ଡଷ୍ଟ୍ରିର ହେଡ୍ ଭାବେ ନିଯୁକ୍ତ ହୋଇଛନ୍ତି । ପରେ ପରେ ସେ ‘ପାପା କେହେତେ ହେଁ’ ଓ ବେତାବୀ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ଯାଦୁ…

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ । ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…