Latest Odisha News

BREAKING NEWS

Browsing Tag

Governor

ନାବାଳକର ଚିକିତ୍ସା ପାଇଁ ତତ୍କାଳ ଆର୍ଥିକ ସହାୟତା ଯୋଗାଇ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଲଗାତାର କିଛି ଦିନ ହେବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଜିଲ୍ଲାକୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ରାସ୍ତା ମଧ୍ୟ କହିଦେଉଛନ୍ତି। ପୂର୍ବରୁ ରାଜ୍ୟପାଳ ଏସଏଚଜି ମହିଳା ଗୋଷ୍ଠୀ, ଚାଷୀ, ଛାତ୍ରଛାତ୍ରୀ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ…

କାହିଁକି ସରକାରଙ୍କ ଟାର୍ଗେଟରେ ରାଜ୍ୟପାଳ?

ଭୁବନେଶ୍ୱର: ସାମ୍ବିଧାନିକ ପଦପଦବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ କାହିଁକି ଲଢେଇ ତୀବ୍ର ହେଉଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରଙ୍କର କାହିଁକି ରାଜ୍ୟପାଳଙ୍କ ସହ ପଡୁନାହିଁ। ଏପରିକି ଅଣବିଜେପି ଶାସିତ ରାଜ୍ୟରେ କାହିଁକି ଏ ସବୁ ବ୍ୟାପକ ଭାବେ ଦେଖାଦେଉଛି। ଏହାକୁ ନେଇ…

OUHCର ପ୍ରଥମ କୁଳପତି ନିଯୁକ୍ତ ହେଲେ ଡା. ଦତ୍ତେଶ୍ବର ହୋତା, ନିଯୁକ୍ତିକୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଶୁକ୍ରବାର ପାଇଛି ତାର ପ୍ରଥମ କୁଳପତି । ଡା. ଦତ୍ତେଶ୍ବର ହୋତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଗାମୀ ଏକ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ…

ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ରହିବେନି କୁଳପତି, ବିଧାନସଭାରେ ବିଲ୍ ପାରିତ

ଥିରୁବନନ୍ତପୁରମ: ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ କୁଳପତି ରହିବେ ନାହିଁ । ଏନେଇ ଆଜି କେରଳ ବିଧାନସଭାରେ ବିଶ୍ୱବିଦ୍ୟାଳୟ ନିୟମ (ସଂଶୋଧିତ) ବିଲ୍-୨୦୨୨ ପାରିତ ହୋଇଛି । ତେବେ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଛି । ଜଣେ ଶିକ୍ଷାବିତ୍ ପରିବର୍ତ୍ତେ ସୁପ୍ରିମକୋର୍ଟ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗଭୀର ଶୋକ

ଭୁବନେଶ୍ବର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକୋଶ କରିଛନ୍ତି । ଅଜିତଙ୍କ ଦେହାନ୍ତ ବିଷୟରେ ଜାଣି ଖୁବ ଦୁଃଖିତ ଓ ମର୍ମାହତ ଥିବା କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ ।…