ନତାସାଙ୍କୁ ଧୋକା ଦେଇଥିଲେ କି ହାର୍ଦ୍ଦିକ?
ନୂଆଦିଲ୍ଲୀ: ନତାସା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ନିଜର ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଦୁହେଁ ମେ ୨୦୨୦ରେ ବିବାହ କରିଥିବା ବେଳେ ଏହି ଦମ୍ପତି ଜୁଲାଇ ୨୦୨୪ରେ ପରସ୍ପରଠୁ ଅଲଗା ହେବା ନେଇ ସ୍ପଷ୍ଟ କରିଥିଲେ।
ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ…