Latest Odisha News

BREAKING NEWS

Browsing Tag

hardik pandya

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଠାରୁ ଶାହିନ୍ ଆଫ୍ରିଦି ପର୍ଯ୍ୟନ୍ତ, ଏସିଆ କପ୍ ସୁପର-୪ରେ ଅନ୍ତର୍ଭୁକ୍ତ ଥିବା…

ଭୁବନେଶ୍ୱର: ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଅନେକ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୩ରେ ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଙ୍ଗ୍ଲାଦେଶ ଗ୍ରୁପ୍ ପର୍ଯ୍ୟାୟ…

‘ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି’

ନୂଆଦିଲ୍ଲୀ: ଆଇପିଏଲ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଭାରତୀୟ ଦଳର ଅଧିନାୟକ ହେବାର ଦକ୍ଷତା ରହିଛି। ତାଙ୍କ ପାଖରେ ଥିବା ସକାରାତ୍ମକ ଇଚ୍ଛାଶକ୍ତି ଏବଂ ଉଦ୍ଦୀପନା ହିଁ ପ୍ରମାଣ କରୁଛି ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବେ। ରାଜ୍ୟସଭା…

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ…

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ…

ଚାରି ମାସ ପରେ ପୁଅକୁ ଭେଟିଲେ ପାଣ୍ଡ୍ୟା: କହିଲେ, ନେସନାଲ ଡ୍ୟୁଟି ପରେ ଏବେ ବାପାର ଡ୍ୟୁଟି

ନୂଆଦିଲ୍ଲୀ: ପାଖାପାଖି ୪ ମାସ ପରେ ଅଷ୍ଟ୍ରେଲିଆରୁ ଫେରି ପୁଅ ଅଗସ୍ତ୍ୟକୁ ଭେଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୁଅ ସହିତ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା । ଏହି ଫଟୋରେ ସେ ପୁଅକୁ ବୋତଲରେ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନ୍ ରଖିଛନ୍ତି ‘ଫ୍ରମ୍ ନେସନାଲ ଡ୍ୟୁଟି ଟୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନରେ ପତ୍ନୀ ନତାଶାଙ୍କ ପ୍ରେମଭରା ବାର୍ତ୍ତା

ନୂଆଦିଲ୍ଲୀ: ଗତକାଲି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ତମ ଜନ୍ମଦିନ ପାଳନ ହୋଇଛି। ଏହି ଅବସରରେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ନତାଶା ଲେଖିଛନ୍ତି, ମୋର ସବୁଠୁ ଖାସ୍‌ ବନ୍ଧୁ,…