Latest Odisha News

BREAKING NEWS

Browsing Tag

health benefits

[ଦେଖନ୍ତୁ ଭିଡିଓ] ଔଷଧୀୟ ଗୁଣରେ ଭର୍ତ୍ତି କାଇ ଚଟଣୀ, GI ଟ୍ୟାଗ୍ ପାଇଁ ଆବେଦନ

ବାରିପଦା: ଆଦିବାସୀ ଖାଦ୍ୟ କାଇ ଚଟଣୀ ବା ଲାଲ୍ ପିମ୍ପୁଡି ଚଟଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଲାଲ୍ ପିମ୍ପୁଡ଼ି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏପରିକି ଥଣ୍ଡା…

ଜୀବନ ସାରା ଜାରି ରଖନ୍ତୁ ପିଲାଦିନର ଏହି ଖେଳ; ଫିଟ ରହିବ ଶରୀର

ଭୁବନେଶ୍ୱର: ପିଲାଦିନେ ଆମେ ଅନେକ ଖେଳ ଖେଳିଥାଉ। ବୋହୁଚୋରି ଠାରୁ ଆରମ୍ଭ କରି ଚୋରପୋଲିସ, ଲୁଚକାଳି, ଦଉଡି ଡ଼ିଆଁ ଆହୁରି କେତେ କ'ଣ । ତେବେ ପିଲାଦିନର ଅନେକ ଖେଳକୁ ଯଦି ଆମେ ସାରା ଜୀବନ ଚାଲୁ ରଖିବା ତେବେ ଏହା ଆମ ଶରୀରକୁ ଫିଟ ରଖିବା ରେ ସାହାଯ୍ୟ କରିବ। ସେହିଭଳି ଏକ ଖେଳ ହେଉଛି…

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ। ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ…

କେଶ ପାଇଁ ଦେଶୀ ଘିଅ . . .

ସାଧାରଣତଃ ଘିଅ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ । ପ୍ରାୟ ସମସ୍ତେ ଘିଅକୁ ଖାଦ୍ୟ ଓ ପୂଜା ସାମଗ୍ରୀରେ ବ୍ୟବହାର କରିଥିବେ! କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଦେଶୀ ଘିଅ ମାଲିସ କଲେ କେଶ ଶୀଘ୍ର ବଢିଥାଏ ଓ ମଜବୁତ ହୋଇଥାଏ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ…

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ…